କୌଣସି ଅପରାଧିକ ମାମଲା ର ତଦନ୍ତ କଲାବେଳେ ଅନେକ ସମୟରେ ଏଭଳି ଚଞ୍ଚଲ୍ୟକର ଘଟଣା ନଜର କୁ ଆସେ ସେଥିରେ ଲୋମ ଟାଙ୍କୁରି ଉଠେ l କିନ୍ତୁ ସେହି ଘଟଣା ଆଇନ ଅଦାଲତ ରେ ପ୍ରମାଣ କରିବା ବା ଦୋଷୀ କୁ ଦଣ୍ଡ ଦେବା ସମ୍ଭବପର ହୋଇନଥାଏ l ଏଭଳି ଏକ ଚଞ୍ଚଲ୍ୟକର ତଥ୍ୟ ଦେଇ କ୍ରାଇମ୍ଏ ବ୍ରାଞ୍ଚ adg ଅରୁଣ ବୋଥ୍ରା ଏକ ଲେମ୍ବୁ ଓ ଲଙ୍କା ର ଥିଓରି ସମ୍ପର୍କ ରେ ମତ ରଖିଛନ୍ତି l ସେ ନିର୍ଦ୍ଧିଷ୍ଟ ଭାବେ କୌଣସି ଘଟଣା ଉଲେଖ କରିଛ ନ୍ତି ଯେ ସେ କିଛି ଦିନ ତଳେ ଏକ 6,7 ବର୍ଷ ଝିଅ ର ହତ୍ୟା ସମ୍ପର୍କ ରେ ତଦନ୍ତ କରୁଥିଲେ l ଏହି ହତ୍ୟା ର ତଦନ୍ତ ବେଳେ ଜଣେ ଛୋଟ ପୁଅ ଏହି ଘଟଣା ରେ ସନ୍ଦିଗ୍ଧ ଥିଲା ସେ ତା ପାଖକୁ ତଦନ୍ତ ପାଇଁ ଗଲାବେଳକୁ ସେ ପିଲା ର ମାଆ ପୁଅ ଶୋଇଥିବା ଅବସ୍ଥାରେ ତା ମୁଁହ ପାଖରେ ଲଙ୍କା ଓ ଲେମ୍ବୁ ବାରମ୍ବାର ଝୁଲାଉଥିବା ଦେଖିବାକୁ ମିଳିଲା କାହିଁକି ଏପରି କରାଯାଉଛି ବୋଲି ତାର ତଦନ୍ତ କରିବାରୁ ଜଣାପଡିଲା ଯେ ସେ ରାତିରେ ଶୋଇଲା ବେଳେ ଏକ ଖରାପ ସ୍ବପ୍ନ ଦେଖୁଛି ଏବଂ ଏକ ଝିଅ ର ମୃତ୍ୟୁ ଘଟଣା ତା ମନକୁ ଆସୁଛି ସେ କିଛି କହିପାରୁନାହିଁ କିନ୍ତୁ ତା ଦେହରୁ ପ୍ରବଳ ଝାଳ ବୋହିଯାଉଛି l ଏଭଳି ଘଟଣା ଅନେକ ସମୟରେ ସତ୍ୟ ହୋଇଥିଲେ ମଧ୍ୟ କାହା କୋର୍ଟ କଚେରୀ ରେ ପ୍ରମାଣ କରିବା କଷ୍ଟକର ହୋଇଥାଏ l ଶ୍ରୀ ବୋଥ୍ରା ଏଭଳି ଘଟଣା ଶୁଣିବା ପରେ ସେ ସନ୍ଦିଗ୍ଧ ପିଲା କୁ ଆଉ ଜେରା ନକରି ସେଠାରୁ ପଳାଇ ଆସିଥିଲେ ଅପରାଧ ର ତଦନ୍ତ ହେଇଛି ପ୍ରମାଣ ସଂଗ୍ରହ କରିବା କିନ୍ତୁ ଅନେକ ସମୟରେ ଏଭଳି ପ୍ରମାଣ ମିଳେ ତାହା କୋର୍ଟ ରେ ଗ୍ରହଣ ଯୋଗ୍ୟ ହୋଇନଥାଏ ତେବେ ପରବର୍ତ୍ତୀ ଅବସ୍ଥାରେ ସମ୍ପୃକ୍ତ ଅଭିଯୁକ୍ତ କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡଦେଶ ଦେଇଥିଲେ l