Odia News Portal

ଭିଜିଲାନ୍ସ ଜାଲରେ ଡିଏଫଓ

ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ, କେନ୍ଦୁଝର, ନୟାଗଡର ୭ଟି ସ୍ଥାନରେ ରେଡ କରାଯାଇଛି ।ଚଢ଼ାଉ ବେଳେ 3 ଜଣ ଡିଏସ୍ଏସ୍ପି, 10 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ ।ନିତ୍ୟାନନ୍ଦ ନାୟକଙ୍କ ଅନୁଗୁଳରେ ଏକ ଚାରି ମହଲା କୋଠା ରହିଛି , ଅନୁଗୁଳ ରେ ପୈତୃକ ଘର , ଆଙ୍ଗୁଲ ଜଗନ୍ନାଥପୁରରେ ତାଙ୍କ ଶାଶୁଙ୍କ ଘର ,DFO, କେନ୍ଦୁ ପତ୍ରର, କେଓନହାର,କେନ୍ଦୁଝର ରେ ସରକାରୀ ଆବାସିକ କ୍ୱାର୍ଟର୍,ନୟାଗଡ଼ର କୋମାଣ୍ଡା ଠାରେ ତାଙ୍କ ପୁଅର ଆବାସିକ ଘର, ଏବଂ ପୁଅର ଅଫିସ୍ ଚାମ୍ବର ରହିଛି ।