Odia News Portal

ମହାନଦୀକୁ ଡେଇଁଲା ମହିଳା

ଯୋଦ୍ରା ବ୍ୟାରେଜରୁ ଡେଇଁପଡିଲେ ମହିଳା । ଉପସ୍ଥିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳା ଉଦ୍ଧାର ହୋଇଥିବା ସୂଚନା ରହିଛି । ମହିଳା ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏବେ ଯାଏଁ କିଛି ସ୍ପଷ୍ଟ ଭାବେ ଜଣାପଡିନାହିଁ ।