Odia News Portal

ମୀନାକ୍ଷୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ପୁଣି ମିଳିଲା ମିନାକ୍ଷୀ ବାହିନୀପତିଙ୍କୁ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ଦାୟିତ୍ୱ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ଗେଲା ଏଆଇସିସି । ଏଆଇସିସି ସଭାପତିଙ୍କ ଅନୁମୋଦନ ଅନୁସାରେ ନିଯୁକ୍ତି ନେଇ ସୂଚନା ଜାରି କରାଯାଇଛି ।