Odia News Portal

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଯୁବତୀଙ୍କୁ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ହରିଚନ୍ଦନପୁର ଥାନା ସିଂହବିଲା ବାଇପାସ ମୁଷଳ ନଦୀ କୂଳରେ ଠାବ । ଏକ ବୁଦା ମୂଳରେ ପଡି ରହିଥିବାରୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ପରିପାଶ୍ୱିର୍କ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ଘଟଗାଁ ଏସ୍‌ଡିପିଓ ଓ ସାଇଣ୍ଟିଫିକ ଟିମର ତନାଘନା ।