Odia News Portal

ରତ୍ନଭଣ୍ଡାର ର ମରାମତି ଆବଶ୍ୟକ : ଏଏସଆଇ ଅଧୀକ୍ଷକ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ | ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଅଧୀକ୍ଷଙ୍କ ପ୍ରତିକ୍ରିୟା | ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇନଥିବା କହିଲେ | ୨୦୧୮ ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ୍ୟ ହୋଇଥିଲା | ସେତେବେଳେ ଛାତ ରୁ ପାଣି ଗଳୁଥିଲା, ଚଟାଣରେ ପଥର ପଡିଥିଲା | କାନ୍ଥ ଭିତରୁ ଏକ ଫମ୍ପସା ଶବ୍ଦ ମଧ୍ୟ ଶୁଭୁଥିଲା କହିଛନ୍ତି ଅଧକ୍ଷକ | ଆଉ ମଧ୍ୟ କହିଛନ୍ତି ରତ୍ନଭଣ୍ଡାରର ମରାମତି ର ଆବଶକ୍ୟ ରହିଛି | ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି | ହାଇକୋର୍ଟ ନିର୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ |