Odia News Portal

ଲୋକସେବା ବାସଭବନ ଘେରିବ ବିଜେଡି

 ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣାରେ  ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।  ଆସନ୍ତାକାଲି ଲୋକସେବା ଭବନ ଘେରିବ ଦଳ ।  ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା  ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।  ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ , ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।  ଏନେଇ ସୂଚନା ଦେଲେ ବିଜେଡି ଉପ ସଭାପତି ଦେବୀ ମିଶ୍ର ।