ଆଜି ବିଶ୍ବ ଶ୍ରମିକ ଦିବସ ଏହି ପରୀକ୍ଷେପି ରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଯାଜପୁର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଶ୍ରମିକ ଦିବସ ବ୍ୟାସନଗର ବା ଯାଜପୁର ରୋଡ ସଂକୃତି ଭବନ ଠାରେ ମହା ସମାହର ରେ ଅନୁଷ୍ଠିତ ହୋଇ ଥିଲା lଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓ ତାଲିମି ମନ୍ତ୍ରୀ ଯୋଗ ଦେଇ ଉତ୍ସବ କୁ ଉଦୁ ଘାଠନ କରି ଥିଲେ ମନ୍ତ୍ରୀ କହିଲେ ଶିଳ୍ପ କାରଖାନା ଗୁଡିକ ରେ ମେରୁଦଣ୍ଡ ଦଣ୍ଡ l ସବୁ କ୍ଷେତ୍ର ରେ ଶ୍ରମିକ ମାନଙ୍କ ର୍ଦ୍ୱରା କାର୍ଯ୍ୟ କରା ଯାଉଛି l ବିନା ଶ୍ରମିକ ବିନା କାର୍ଯ୍ୟ ଅସମ୍ଭବ ସେମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରି ଆର୍ଥୀକ ସାହାଯ୍ୟ ଯୋଗାଇ ଦେଉଛନ୍ତି l
କଳିଙ୍ଗନଗର ଭୁଲେଖ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ, କୋରେଇ ବିଧାୟକ ଅଶୋକ କୁମାର ବଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ବ୍ୟାସନଗର ପୌର ପରିଷଦ ର ଉପ ନଗର ପାଳ ସୁବାସ ଚନ୍ଦ୍ର ବଳ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କପାଇଁ ବିଭିନ୍ନ ଯୋଜନା ର ସହାୟତ ରାଶି ଓ ଶର୍ମ ଆଇନ ସମ୍ପର୍କ ର ଅବଗତ କରି ଥିଲେ l ଏହି ଉତ୍ସବ ରେ ନିର୍ମାଣ ଶ୍ରମିକ ମାନଙ୍କ ବିବାହ ସହlତା ନିମନ୍ତେ 322ଜଣ ଙ୍କୁ ଏକକୋଟି 55ଲକ୍ଷ 75ହଜାର ଟଙ୍କା,, ପ୍ରସୂତି କାଳୀନ ସାୟାତ 15ଜଣ ଙ୍କୁ ଏକ ଲକ୍ଷ 50ହଜାର ଟଙ୍କା, ଓ ଶିକ୍ଷା ସାୟତା ନିମନ୍ତେ 221ଜଣଙ୍କୁ 20କୋଟି 48ହଜାର 400ଟଙ୍କା ପ୍ରଦାନ କରିବା ସଂଗେ ଅଣ ସଂଗଠିତ ଶ୍ରମିକ ମାନଂକୁ ପରିଚୟ ପତ୍ର ପଦାନ କରା ଯାଇ ଥିଲା l ଏହି ଉତ୍ସବ କୁ ଜିଲ୍ଲା ଶ୍ରମ ବିଭାଗ, ଯାଜପୁର ପକ୍ଷରୁ ଯୁଗ୍ମ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ ଙ୍କ ତତ୍ୱl ବଧାନ ରେ ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ସ୍ୱଗତ ଭାଷଣ ଦେଇ ଥିଲେ l ଜିଲ୍ଲା ସହ ଶ୍ର ମ ଅଧିକାରୀ ସଂଜିତ କୁମାର ଦେଓ ଧନ୍ୟବାଦ ଅପର୍ଣ କରି ଥିଲେ l