ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ । କେବଳ ଓମଫେଡ୍ ଘିଅ ବ୍ଯବହାର ନେଇ ପୂର୍ବରୁ ନିର୍ଦ୍ଦେଶ ଥିବାରୁ, ଏବଂ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ ସେବକଙ୍କୁ କୈଫିୟତ ତଲବ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । କୌଣସି ପ୍ରକାର ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ଯ ପ୍ରଶାସକ ।
						
			