ସରକାରୀ ଅଫିସରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା । ଏନେଇ ଜଙ୍ଗଲ ପରିବେଶ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସବୁ ବିଭାଗ ସଚିବଙ୍କ ଚିଠି । ସରକାରୀ ବୈଠକ, ସଭାସମିତିରେ ପ୍ଲାଷ୍ଟିକ ଜରି ଲାଗିଥିବା ଫୁଲତୋଡାକୁ ନା । ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ ବ୍ୟବହାର ଉପରେ ବି କଟକଣା କରାଯାଇଛି ।