ଘରୋଇ କଳିକୁ କେନ୍ଦ୍ର କରି ସାନଭାଇର ଲୁହାଛଡ଼ ଆକ୍ରମଣରେ ବଡ଼ ଭଉଣୀର ମୃତ୍ୟୁ ହୋଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଜିନକଳା ଗ୍ରାମରେ l
ସାନଭାଇ ବିଜୟ ମାହାନ୍ତ ଓ ତାର ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିବା ଦେଖି ବଡ଼ବାପା ଝିଅ ବଡ଼ଭଉଣୀ ହେମଗିରି ମାହାନ୍ତ କାହିଁକି ଝଗଡ଼ା ହେଉଛ ବୋଲି ମଧ୍ୟସ୍ଥି କରୁଥିବା ନେଇ ଭାଇ ବିଜୟ ଉତ୍ତ୍ୟକ୍ତ ହୋଇ ଏକ ଲୁହାଛାଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲା l ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଭାଇ ବିଜୟ ନିଜେ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନାକୁ ଆଣିଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।