ରାଜ୍ୟ ସରକାରଙ୍କ ତରଫରୁ ନୂଆ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଇଛି । ସୁଶାନ୍ତ କୁମାର ମହାନ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବଶୀଘ୍ର ଏହି ପଦରେ ସୁଶାନ୍ତ ମହାନ୍ତିଙ୍କୁ ଦାୟିତ୍ୱ ମିଳିବ ।
