Odia News Portal

ହୀରାକୁଦରେ ଆଉ ୪ ଗେଟ ଖୋଲିଲା

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲିଲା | ଏବେ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି | କଲି ୨ଟି , ଆଜି ସଖାଳେ ୮ଟି ଗେଟ ଖୋଲିଥିଲା |