Odia News Portal

୨୭ ମାଓବାଦୀ ସଫା 

ଛତିଶଗଡ  ବିଜାପୁରରେ ବଡ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା  ମିଳିଛି । ନାରାୟଣପୁର  ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ମୃତକଙ୍କ ସଂଖ୍ୟା  ଆହୁରି ବଢିପାରେ ବୋଲି ସୂଚନା ମିଳୁଛି । ଏନେଇ  ସୂଚନା ଦେଇଛନ୍ତି ଛତିଶଗଡ ଗୃହମନ୍ତ୍ରୀ । ଅବୁଝମାଡ ଜାଟଲୁର ଜଙ୍ଗଲରେ ଅପରେସନ ଜାରି ରହିଛି ।