ତେଲକୋଇ ଚାରି ବର୍ଷ ଅନ୍ତରେ ନିଜର ୨ ଛୁଆଙ୍କୁ ମାରିଦେଲା ମା | ତେଲକୋଇବି ଥାନା ନାମକାନି ଜୁଆଙ୍ଗସାହିରେ ମା’ର ବିବତ୍ସ କାଣ୍ଡ | ଚାରି ବର୍ଷ ତତେ ନିଜର ବର୍ଷକର ଛୁଆକୁ ପାଣିରେ ବୁଡଇ ମାରିଥିଲା | ଆଜି କୋଡିଏ ଦିନର ଶିଶୁପୁତ୍ରକୁ ଟାଙ୍ଗିଆ ରେ ହାଣି ମାରିଦେଲା | ପ୍ରଥମ ଶିଶୁକୁ ହତ୍ୟା କରି ଜେଲ ଯାଇଥିଲା ସମ୍ପୃକ୍ତ ମହିଳା | ୨ ବର୍ଷ ଜେଲରେ ରହି ଫେରିଲା ପରେ ପୁଣି ପୁଅକୁ ମାରିଦେଲା |