Odia News Portal

ଫେବୃଆରୀ ୨୦ ରୁ ମାଟ୍ରିକ ପରୀକ୍ଷା

ଫେବୃଆରୀ ୨୦ ରୁ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କଲା ବୋର୍ଡ । ଫେବୃଆରୀ ୨୦ ରୁ ଆରମ୍ଭ ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ମାଟ୍ରିକ ସହ ମଧ୍ୟମା,ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ । ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା ହେବ । ମାର୍ଚ୍ଚ ୧୨ ଖାତାଦେଖା ଆରମ୍ଭ, ଅତିକମରେ ୧୨ ଦିନ ଚାଲିବ । ଚଳିତବର୍ଷ ଅକ୍ଟୋବରରେ ହେବ ଫର୍ମପୂରଣ ।