Odia News Portal

କେମିକାଲ ବିସ୍ପରଣ ରେ ଜଣେ ଗୁରୁତର ଆହାତ

ପୁରୀ : କୃଷ୍ଣପ୍ରସାଦ ଗାଁ ରେ ବଡ ଧରଣର ଅଘଟଣ । ହଠାତ୍ ଡଙ୍ଗା ତିଆରି ଗୋଦାମରେ ଥିବା କେମିକାଲ ଦ୍ୱାରା ବିଷ୍ପୋରଣ ଘଟିଛି । ଏହି ବିଷ୍ପୋରଣ ରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଅରଖକୁଦା ଗାଁ ର ଉମେସ ବେହେରା ।
ତେବେ ଏହି ବିଷ୍ପୋରଣ କେଉଁ କାରଣରୁ ହେଲା ତାର ତଦନ୍ତ କରୁଛି ପୁରୀ ପୋଲିସ ।ଗୁରୁତରହୋଇଥିବା ବ୍ୟାକ୍ତି ଙ୍କୁ ହସ୍ପିଟାଲ ରେ ଭର୍ତ୍ତି ।