ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ By Swadhikar News Last updated Oct 3, 2025 ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଗାଇଡଲାଇନକୁ ପାଳନ କରିବା ପାଇଁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଗାଇଡଲାଇନକୁ ପାଳନ କରିବା ପାଇଁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ନିୟମାବଳୀ ପାଳନ କରିବା ପାଇଁ ଅସ୍ଥାୟୀ ପୋଖରୀ ପାଖରେ ବ୍ୟାନର ଲଗାଇ ସଚେତନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। swadhikarswadhikar news Share