Odia News Portal

ସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

ସ୍କୁଲ ଅଟୋ ଓଲଟି ଜଣେ ଛାତ୍ରୀ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମଣ୍ଡାରି ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟିଯାଇଥିଲା ।