Odia News Portal

ଅର୍ଚ୍ଚନା ହନି ଟ୍ରାପ ମାମଲା: ଖଗେଶ୍ୱରଙ୍କ ଜାମିନ ଖାରଜ

ଅର୍ଚ୍ଚନା ହନି ଟ୍ରାପ ମାମଲା । ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ । ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ କଲେ ଜଜ୍ କୋର୍ଟ । ଜାମିନ ଆବେଦନ କଲେ ବ୍ଲାକମେଲର୍ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ।