Odia News Portal

ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ । ଭାଲୁ ଆକ୍ରମଣରେ ୪ କର୍ମଚାରୀ ଗୁରୁତର,ନୂଆପଡା ସ୍ଥାନାନ୍ତର । କୋମନା ରେଞ୍ଜ ବିଜଖମନ ଜଙ୍ଗଲରେ ଭାଲୁ ଆକ୍ରମଣ ।