Odia News Portal

ବନ୍ଧା ହେଲେ ସରପଞ୍ଚ

ବୌଦ୍ଧ : ବନ୍ଧା ହେଲେ ସରପଞ୍ଚ । ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଗିରଫ । ବୌଦ୍ଧ ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ବିବାହିତ ହୋଇ ମଧ୍ୟ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ୬ ବର୍ଷ ଧରି ପ୍ରେମ ସଂପର୍କ ରଖି ଜଣେ ଯୁବତୀଙ୍କୁ ବିବାହ କରିବାର କିଛି ଦିନପରେ ଆଉଜଣଙ୍କୁ ବାହା ହେବାର ଅଭିଯୋଗ ଆସି ଚନ୍ଦ୍ରଶେଖରପୁର ଥାନା ପୋଲିସ ସରପଞ୍ଚଙ୍କୁ ଗିରଫ କରିଛି ।