ଗଞ୍ଜାମ ଜିଲ୍ଲାରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବିଜୟଙ୍କ ଅପିଲ୍ । ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଗଞ୍ଜାମରେ ଟେକ୍ସଟାଇଲ କଂପ୍ଲେକ୍ସ, ଅଟୋମୋବାଇଲ କଂପ୍ଲେକ୍ସ ଦାବି । ଜିଲ୍ଲାରେ ବନ୍ଦ ହୋଇପଡିଥିବା ଶିଳ୍ପର ପୁନରୁଦ୍ଧାର ପାଇଁ ବି ଦାବି କଲେ । ଏହାଦ୍ୱାରା ଜିଲ୍ଲାର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବ କହିଲେ ବିଜୟ ।