Odia News Portal

ଯାଜପୁର, ବୌଦ୍ଧରେ ପୌରାଧ୍ୟକ୍ଷ ପଦ ହାତେଇବ ବିଜେଡି

ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲଟି, ନିଗମ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର । ବୌଦ୍ଧରେ ସମୁଦାୟ ୧୭ଟି ୱାର୍ଡ ମଧ୍ୟରୁ ୧୫ ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ୨ଟି ୱାର୍ଡ ।