Odia News Portal
Browsing Tag

bjd

ପ୍ରଚଣ୍ଡ ତାତିରେ ତୃଷାର୍ତ୍ତଙ୍କୁ ସେବା ଯୋଗାଉଛି ବିଜେଡି

ଗତ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟରେ ରେକର୍ଡ ଭାଙ୍ଗି ଗତ ଏପ୍ରିଲ୍ ମାସ ନିଜକୁ ସବୁଠୁ ତାତିଲା ଏପ୍ରିଲ ପ୍ରମାଣିତ କରିଥିଲା। ଆଉ ଏବେ ତ ପ୍ରଚଣ୍ଡ ରୌଦ୍ରତାପର ମାସ ମେ। ଜଳୁଛି ପୃଥିବୀ, ଚାରିଆଡ଼େ ଉଷ୍ମ ପରିବେଶରେ ସୂର୍ଯ୍ୟଙ୍କ ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ରାଜ୍ୟର…

ବିଜେଡିରୁ ଦୁଇ ନେତା ସସ୍‌ପେଣ୍ଡ

ଦଳ ବିରୋଧୀ କାମ ପାଇଁ ଦୁଇ BJD ନେତା ସସ୍‌ପେଣ୍ଡ ‌ହୋଇଛନ୍ତି । ପାରଳାଖେମୁଣ୍ଡି ଟାଉନ ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ. ଆପ୍ପାରାଓ ସସ୍‌ପେଣ୍ଡ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସସ୍‌ପେଣ୍ଡ…

ବିବେକ ରେଡ୍ଡୀ ବିଜେଡ଼ିର ଡେପୁଟି ମେୟର ପ୍ରାର୍ଥୀ:ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ବିଜେଡ଼ି ଇ. ବିବେକ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ବିବେକ ରେଡ୍ଡୀ ହେଉଛନ୍ତି ୪୨ ନମ୍ବର ଓ୍ବାର୍ଡର କର୍ପୋରେଟର ।

ବିଜେଡିରେ ମିଶିଲେ ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର

ବିଜେଡିର ମିଶ୍ରଣ ପର୍ବ। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ,ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ସେମାନେ ସାମିଲ ବିଜେଡିରେ…

ଧାମନଗର ଏନ୍ଏସିରେ ବାଜିଲା ଶଙ୍ଖ

ନବ ଗଠିତ ଧାମନଗର NAC ନିର୍ବାଚନ ରେ ବିଜେଡି ବହୁ ମତ ପାଇବା ସହିତ ନୂଆ NAC କୁ ପ୍ରଥମେ ଦଖଲ କରିଛି । ୧୧ଗୋଟି ୱାର୍ଡ କୁ ନେଇ ଗଠିତ ଏହି ନୂଆ NAC ରେ ୯ ଗୋଟି ୱାର୍ଡ ରେ ବିଜେଡି କାଉ ନସିଲର ପାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇ ଥିଲା ବେଳେ ବିଜେପି ପ୍ରାର୍ଥୀ ୨ ଗୋଟି ୱାର୍ଡ ରେ…

୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ

ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ।   ସେହିପରି  ବିଜେପି ୧୬ଟି ପୌରାଧ୍ୟକ୍ଷ ଆସନରେ…

ତିନି ମହାନଗରରେ ବିଜେଡି ଆଗରେ

ତିନି ମହାନଗରର ମେୟର ଦୌଡରେ ବିଜେଡି ଆଗରେ ରହିଛି ।ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ 30,989 ଭୋଟ ଆଘରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ 21792 ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 1429 ଖଣ୍ଡ ଭୋଟ ପାଇଛନ୍ତି । କଟକରେ ପ୍ରଥମ ଦୁଇରାଉଣ୍ଡରେ…

ବିଜେପୁରରେ ବିଜେଡିର ବାଜିମାତ୍‌

ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ପଦ୍ମାବତୀ ୩୧୭୫ ଖଣ୍ଡ ଭୋଟ…

ଯାଜପୁର, ବୌଦ୍ଧରେ ପୌରାଧ୍ୟକ୍ଷ ପଦ ହାତେଇବ ବିଜେଡି

ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲଟି, ନିଗମ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର…

ବିଏମ୍‌ସି ଫାଇଟ୍‌, ଟ୍ରେଣ୍ଡରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ

ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ରାଜ୍ୟବ୍ୟାପୀ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ବିଳମ୍ବରେ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ବିଜେଡି ପ୍ରାର୍ଥୀ…