ବ୍ରାହ୍ମଣୀରେ ବୁଡିଲା ଡଙ୍ଗା , ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ । ଆଳି ଏକମାଣିଆରୁ ରାଜନଗର କେରଡାଗଡ ଯିବା ବେଳେ ଡଙ୍ଗାଟି ବୁଡିଥିବାର ସୂଚନା । କେରଡାଘାଟ କୂଳରେ ଡଙ୍ଗାରୁ ଓହ୍ଲାଇବା ବେଳେ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗା ବୁଡିଥିଲେ ବି ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡିଛି ।
Recover your password.
A password will be e-mailed to you.