Odia News Portal

ମୁଖ୍ୟମନ୍ତ୍ରୀଙ୍କ ଗଣେଶ ଚତୁର୍ଥୀ ଶୁଭେଚ୍ଛା

ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭଗବାନ ବିଘ୍ନରାଜ ସମସ୍ତଙ୍କୁ ଉଚିତ ମାର୍ଗରେ ପରିଚାଳିତ କରି ସୁଖ, ସମୃଦ୍ଧି ଓ ସଫଳତାର ଆଶିଷ ଦିଅନ୍ତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।