Odia News Portal

ପଦ୍ମପୁର ଆସିବେ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ ନିର୍ବାଚନ ପ୍ରଚାର ପାଇଁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସିବା ନେଇ ବିଜେଡି ନେତା କଳିକେଶ ସିଂଦେଓଙ୍କ ସୂଚନା । ମୁଖ୍ୟମନ୍ତ୍ରୀ କେଉଁ ମୋଡରେ ଓ କେବେ ସାମିଲ ହେବେ ଖୁବଶୀଘ୍ର ଜଣାପଡିବ ବୋଲି କହିଛନ୍ତି କଳିକେଶ ସିଂଦେଓ ।