Odia News Portal

ଅଗ୍ନିଶମ କର୍ମଚାରୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ମୂଲ୍ୟବାନ ଆମ ଜୀବନ, ସଂପତ୍ତି ଓ ସଂପ୍ରଦାୟର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରନ୍ତି । ଆଜି ଆନ୍ତର୍ଜାତିକ ଅଗ୍ନିଶମ ଦିବସ ଅବସରରେ ସେମାନଙ୍କ ସାହସିକତାକୁ ସଲାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।