କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ, ମାର୍ଗଦର୍ଶିକା ଜାରି କଲା UGC By Swadhikar News Last updated Oct 30, 2025 କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । ପ୍ରତି କ୍ୟାମ୍ପସରେ ରହିବେ Anti – drugs inspector । ଏନେଇ ମାର୍ଗଦର୍ଶିକା ଜାରି କରିଛି UGC । ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଓ ବିଶ୍ବ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ ଯୋଗ, ଶାରୀରିକ ଦକ୍ଷତା ଏଵଂ ପୃଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ।ଏନେଇ କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଜଣେ ଅଧିକାରୀ ନିଯୁକ୍ତ ହେବେ । ସେ ସେହି କଲେଜ କିମ୍ବା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇଥିବେ । ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଦେଶରେ କିଛି କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଏଭଳି ଅବସ୍ଥା ପରେ UGC ନିଶାମୁକ୍ତ କ୍ୟାମ୍ପସ ଗଠନ କରିବାକୁ ପ୍ରୟାସ ନେଇଛି । swadhikarswadhikar news Share