Odia News Portal

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ରେ ଡେଙ୍ଗୁ ସ୍ଥିତି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଙ୍କ ସୂଚନା | କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩ ଶହ ରୁ ୪ ଶହ ଡେଙ୍ଗୁ ପରୀକ୍ଷା ହେଉଛି | ଦୈନିକ ୫୦ ରୁ ୬୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି | ଏବେ ହସ୍ପିଟାଲ ରେ ଡେଙ୍ଗୁ ରୋଗୀ ଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ଼ ଅଛି | ୪୮ ଜଣ ଚିକିତ୍ସିତ ହେଉଛନ୍ତି , ୮-୯ ଜଣଙ୍କୁ ବ୍ଲଡ଼ ପ୍ଳଟିଲାଟେ ଲାଗୁଛି |