Odia News Portal

ଡୋପ ଟେଷ୍ଟରେ ଦୂତି ଚାନ୍ଦ ବିଫଳ

ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଝଟକା । ନିଷିଦ୍ଧ ନିଶା ସାମଗ୍ରୀ ସେବନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡୋପ ଟେଷ୍ଟ ପଜିଟିଭ ଆସିଲା ପରେ ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି – ଡବ୍ଲୁଏଡିଏ ଦୂତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଦୂତିଚାନ୍ଦଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି ।