ଦେଶୀ ଡଙ୍ଗା ବୁଡି ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡଙ୍ଗାରେ ଥିବା ଅନ୍ୟ ୪ଜଣ ସୁରକ୍ଷିତ ଉଦ୍ଧାର କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ପୋଡାଗଡ ଘାଟ ନିକଟରେ ବୁଡିଲା ଡଙ୍ଗା । ଡଙ୍ଗାରେ ୮ ଜଣ ମୁଖିଗୁଡାଇରୁ ତେନ୍ତୁଳିପଦର ଆସୁଥିଲେ । ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ରାଜପୁଟ ସରପଞ୍ଚଙ୍କ ସୂଚନା ।
