Odia News Portal

ଜଳପ୍ରପାତରେ ବୁଡି ଯୁବକ ନିଖୋଜ

ଡେକାରୀଦର ଜଳପ୍ରପାତରେ ବୁଡି ଯୁବକ ନିଖୋଜ । ଜଳପ୍ରପାତରେ ସେଲଫି ନେବାବେଳେ ଖସିପଡି ନିଖୋଜ । ଡୋକରୀଚଞ୍ଚରାର ୪ ଯୁବକ ଜଳପ୍ରପାତକୁ ଗାଧୋଇ ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଛାନଭିନ କରୁଛି ।