Odia News Portal

ଦୂତିଙ୍କୁ ଅଲମ୍ପିକ ଟିକେଟ

ଭୁବନେଶ୍ୱର: ଦୌଡ଼ରାଣୀ ଦୂତିଚାନ୍ଦଙ୍କୁ ମିଳିଛି ଟୋକିଓ ଅଲମ୍ପିକ ଲାଗି ଟିକେଟ । ୱାଲ୍ଡ ର‌୍ୟାଙ୍କିଙ୍କ ଆଧାରରେ ତାଙ୍କୁ ଚୟନ କରାଯାଇଛି । ୧୦୦ ଓ ୨୦୦ ମିଟର ଲାଗି ତାଙ୍କୁ ଚୟନ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି ।