Odia News Portal
Browsing Tag

National news

୧୫ରୁ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଭାରତ ଓ ଫ୍ରାନ୍ସର ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି ଅଭ୍ୟାସ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ । ଏହା ଚଳିତ ନଭେମ୍ବର ମାସ ୨୬…

ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା ।ଚୀନର…

ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ । ପୂର୍ବ ଭଳି ରେପୋ ରେଟ୍…

ଆସନ୍ତା ୨୭ରେ ବନ୍ଦ ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ ।…

ଯୁବତୀଙ୍କୁ ପ୍ରେମ ନିବେଦନ କଲା, ପ୍ରତ୍ୟାଖ୍ୟାନ କରିବାରୁ ପର୍ଣ୍ଣ ସାଇଟରେ ନମ୍ବର ପକାଇଲା ପାଗଳ ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଯାଏ ତାହା ଜଣାପଡେନାହିଁ । ଆଉ ପ୍ରେମ ହେଲା ପରେ ମଣିଷ ଭୁଲଭାଲ କାମ କରି ବସିଥାଏ । ଯାହାର ଅନେକ ଜ୍ୱଳନ୍ତ ଉଦାହରଣ ମଧ୍ୟ ରହିଛି । ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଖବର । ଜଣେ ଯୁବକ ଘର ପାଖର ଜଣେ ଯୁବତୀଙ୍କ ପ୍ରେମରେ…

ଦିଦି ଭରିଲେ ନାମାଙ୍କନ

କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି…

ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା

ନୂଆଦିଲ୍ଲୀ: ଡରାଉଛି ତୃତୀୟ ଲହରର ଆଶଙ୍କା । ପୁଣି ଦେଶରେ ବଢୁଛି କରୋନା ସଂକ୍ରମଣର ଗ୍ରାଫ । ଏବେ ଦୈନିକ ସଂକ୍ରମଣହାର ୪୫ ହଜାରରୁ ଅଧିକ ଚିହ୍ନଟ ହେଉଛନ୍ତି । କରୋନା କଟକଣା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ…

ଶଶି ଥରୁରଙ୍କୁ ମିଳିଲା ମୁକ୍ତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଅଦାଲତ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ମୁକ୍ତ କରିଛନ୍ତି। ମାମଲାର ଶେଷ ଶୁଣାଣି ସମୟରେ ପୁଲିସ ଥରୁରଙ୍କ ବିରୁଦ୍ଧରେ ୩୦୬ ଧାରା ସମେତ ବିଭିନ୍ନ ଅଭିଯୋଗ ଆଣି ତାଙ୍କ ପ୍ରତି…

ପୁଣି ୨୫ଟଙ୍କା ବଢ଼ିଲା ଏଲପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ପୁଣି ବଢ଼ିଛି। ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି ଜ୍ଝ ଏହାପୂର୍ବରୁ ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏଲପିଜି ପୁଣି ମହଙ୍ଗା ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ଘରୋଇ…

କଂଗ୍ରେସ ଛାଡିଲେ ସୁସ୍ମିତା ଦେବ

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗୁଛି କଂଗ୍ରେସ । ଦଳର ଜଣଙ୍କ ପରେ ଜଣେ ତୁଙ୍ଗ ନେତା ଦଳ ଛାଡୁଛନ୍ତି । ନିୟମିତ ଭାବରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି ।ତେବେ ଏହାରି ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଅଖିଳ…