Odia News Portal

ହାରିଗଲା ପାକିସ୍ତାନ

ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ ଚାମ୍ପିଅନ୍ । ପାକିସ୍ତାନକୁ ୫ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ । ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ । ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଲା ପାକିସ୍ତାନ । ମେଲବର୍ଣ୍ଣରେ ପାକିସ୍ତାନ ୧୩୭/୮, ଇଂଲଣ୍ଡ ୧୩୮/୫ ।