Odia News Portal

ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଗିରଫ

କନ୍ଧମାଳ: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବାଲିଗୁଡ଼ା ଥାନା ଡିଏସପି ସ୍ବରାଜ ଦେବତା ଓ ଏକ ଟିମ୍ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରି ୧୦୪୪ କେଜି ଗଞ୍ଜେଇ ଜବତ କରିବାସହ ୪ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ନରେଶ ଦିଗାଲ, ଅନ୍ତେଶ୍ୱର୍ ମଲିକ, ଅରୁଣ ଦିଗାଲ, ଦୀନବନ୍ଧୁ ମଲିକ ଘର ବାଲିଗୁଡ଼ା ଥାନା ମିଡ଼ିଆ କିଆ ପଞ୍ଚାୟତ ବୋରି କିଆ ଗ୍ରାମର। ଏହି ଚାରି ଜଣ ଙ୍କ ନାମରେ ଏକ ମାମଲା ନମ୍ୱର୍ ୧୨୭/୨୧ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ।