Odia News Portal

କେନ୍ଦ୍ରପଡା ରସାବଳୀକୁ ଜିଆଇ ଟ୍ୟାଗ୍‌

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ରପଡା ମି୍େ‌ଟାନ୍ନ ରସାବଳୀ ସଂଘର ଆବେଦନକୁ ମିଳିଛି ମଞ୍ଜୁରୀ । ଗୁଣବତ୍ତା ଓ ମାନ ଯାଂଚ ପରେ ମିଳିଛି ସ୍ୱୀକୃତି ।