ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର । ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ । ୩୦ ଜିଲ୍ଲା ଓ ୩ଟି ମେଡିକାଲ କଲେଜରେ ନିଯୁକ୍ତି ହେବେ । ଏ ନେଇ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ମେ’୧ରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଯୋଗୁଁ ନିଯୁକ୍ତି ଅଟକିଥିଲା ।