Odia News Portal

ହକି ପାଇଁ ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର,ଜାଣିପାରିବେ ସମସ୍ତ ତଥ୍ୟ

ହକି ମହାକୁମ୍ଭ ପାଇଁ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା କରିଛି ଓଡିଶା ପ୍ରଶାସନ । ଏବେ ବିଶ୍ୱକପ ପାଇଁ ଜାରି ହୋଇଛି ହ୍ୱାଟ୍ସଆପ ନମ୍ବର । ହକି ବିଶ୍ୱକପକୁ ନେଇ ସମସ୍ତ ତଥ୍ୟ ଟ୍ରାଫିକ ସୂଚନା ମଧ୍ୟ ପାଇପାରିବେ ସାଧାରଣ ଜନତା । କମିନଶନରେଟ ପୋଲିସ ତରଫରୁ ଜାରି ହୋଇଥିବା ମୋବାଇଲ ନମ୍ବର ହେଉଛି- ୭୩୭୭୭୭୦୭୦ । ଏହି ନମ୍ବର ଦ୍ୱାରା ହକି ବିଶ୍ୱକପର ସମସ୍ତ ତଥ୍ୟ ମିଳିପାରିବ ।