Odia News Portal

ICC ଟେଷ୍ଟ ରାଙ୍କିଙ୍ଗ ରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କରିଚି

ICC ଟେଷ୍ଟ ରାଙ୍କିଙ୍ଗ ରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କରିଚି। icc ପକ୍ଷରୁ ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ ପାଇଛି। ପ୍ରଥମ ସ୍ଥାନ ରେ ଥିବା ଅଷ୍ଟ୍ରେଲିଆ କୁ ପଦଚ୍ୟୁତ କରିଚି ଟିମ୍ ଇଣ୍ଡିଆ। ଏହାକୁ ନେଇ କ୍ରିକେଟ ପ୍ରେମୀ ଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳି ଯାଇଛି। ସେପଟେ ଏହି ଅବସର ରେ ବାଲୁକା ଚିତ୍ର କଳା ମାଧ୍ୟମ ରେ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିର ନିଳାଦ୍ରୀ ବିଚ୍ ରେ ବାଲି ରେ ଏକ ଷ୍ଟାଡିୟମ୍ ପ୍ରତିକୃତି କରି ସୁଦର୍ଶନ ଟିମ୍ ଇଣ୍ଡିଆ କୁ ଶୁଭେଛା ଦେଇଛନ୍ତି