Odia News Portal

ରାତିରେ ରିଙ୍କି ମୋ ତଣ୍ଟି ଚିପି ଦେଉଛି: ଜଗନ୍ନାଥ

ଭୁବନେଶ୍ୱର: ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରିର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଦୋଷ ମାନିବା ପରେ ଝାରପଡ଼ା ଜେଲକୁ ପଠାଯାଇଛି । ତେବେ ଏହାରି ଭିତରେ ସେଲରେ ରହିଥିବା ଜଗନ୍ନାଥ କହିଛି କି, ତାକୁ ରାତିରେ ପ୍ରେମିକା ରିଙ୍କି ଆସି ତଣ୍ଟି ଚିପୁଛି । ଆଖି ବନ୍ଦ କଲେ କେବଳ ତାର ମୁହଁ ଦିଶୁଥିବା ସେ କହିଛି । ମୋତେ ଭୟ ଲାଗୁଛି ବୋଲି ମଧ୍ୟ କହିଛି ଜଗନ୍ନାଥ । ତେବେ ଏହି କଥାରେ କେତେ ସତ୍ୟ ଅଛି ତାହା ସ୍ପଷ୍ଠ ହୋଇନାହିଁ ।