Odia News Portal

ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ

ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ଆବୋଲି ସୁନିଲ ନରଭାନେ ହେଲେ ଝାରସୁଗୁଡା ଜିଲ୍ଲାପାଳ । ସରୋଜ ସାମଲଙ୍କ ସ୍ଥାନରେ ନରଭାନେ ଜିଲ୍ଲାପାଳ ହେଲେ । ଏଡିଏମ୍‌ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଜଏନ୍ କରିବାକୁ ନରଭାନେଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ସେ ବର୍ତ୍ତମାନ ସୁବର୍ଣ୍ଣପୁରର ଜିଲ୍ଲାପାଳ ଅଛନ୍ତି । ତୁରନ୍ତ ତାଙ୍କୁ ଦାୟିତ୍ୱନେବାକୁ କୁହାଯାଇଛି । ଆଗାମୀ ଦିନରେ ଝାରସୁଗୁଡାର ଉପନିର୍ବାଚନ ଥିବା ବେଳେ ବର୍ତ୍ତମାନ ଏହି ଅଦଳବଦଳ କରାଯାଇଛି ।