Odia News Portal

ଆଜି ଅବପାତରେ ପରିଣତ ହେବ ଲଘୁଚାପ

ଆଣ୍ଡାମାନ ସାଗରରେ ଲଘୁଚାପ ଆଜି ଅବପାତରେ ପରିଣତ ହେବ । କାଲି ସଂଧ୍ୟା ସୁଦ୍ଧା ବାତ୍ୟା ଆଶଙ୍କା ରହିଛି । ୧୦ତାରିଖରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ପହଞ୍ଚିପାରେ ।

ପାଣିପାଗ ବିଭାଗର ସୂଚନା ଗତକାଲି ତୁଳନାରେ ମେଘଖଣ୍ଡ ଗୁଡିକ ଅଧିକ ଏକତ୍ରିତ ହୋଇଛି, ପବନର ବେଗରେ ବୃଦ୍ଧି ଘଟିଛି । ତେଣୁ ଅବପାତ ପାଇଁ ସ୍ଥିତି ଅନୁକୂଳ ରହିଛି ।