Odia News Portal

କଟକ ଏସସିବିରେ ବଡ଼ ଅଘଟଣ, ରୋଗୀ ଉପରେ ଖସିଲା ସିଲିଂ

କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ ।  ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ ।  ପୁରୁଣା ମେଡିସିନ୍ ୱାର୍ଡ ପ୍ରଥମ ମହଲାରେ ଛାତରୁ ଖସିଲା ସିଲିଂ ।  ଘଟଣା ପରେ ଆହତ ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।