Odia News Portal

ଖୁବଶିଘ୍ର ହେବ ମାର୍କେଟ ବିଲ୍ଡିଂ ସମାଧାନ : ବିଏମସି କମିଶନର

ମାର୍କେଟ ବିଲ୍ଡିଂ ଆନ୍ଦୋଳନକୁ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ଦୁଇରୁ ତିନି ଦିନ ମଧ୍ୟରେ ହେବ ମାର୍କେଟ ବିଲ୍ଡିଂ ବିବାଦ ସମାଧାନ ହେବ । ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ଜାଗା ଚିତ୍ନଟ ଚାଲିଛି । ଜିଏ ବିଭାଗ ସହ କଥା ହୋଇ ଟିମ ସହ ଜାଗା ଚିହ୍ନଟ କାମରେ ଲାଗିଛନ୍ତି । ଷ୍ଟ୍ରିଟ୍ ଭେଣ୍ଡର ଆଇନ ଅନୁସାରେ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ । ଥଇଥାନ ପରେ ଦୁଇ ଗୋଷ୍ଟୀ ସହ ଆଲୋଚନା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।