Odia News Portal

ତିନି ବର୍ଷ ପୁଅର ଗଳାକାଟି ହତ୍ୟା କଲା ମାଆ

ପୁଅର ଗଳାକାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗାଁରେ ମାଆ ପୁଅକୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ। ତିନି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ। ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କିମ୍ବା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।