ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଲୋକ ଶୁଦ୍ଧ ବାୟୁ ଏବଂ ପାନୀୟ ଜଳ ପାଇବାରେ ଅସମର୍ଥ। ଗଙ୍ଗା ନଦୀ ହେଉ କିମ୍ବା ନିକଟସ୍ଥ ପୋଖରୀ ହେଉ, ସବୁ ନଦୀରେ ବର୍ତ୍ତମାନ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ।
ହେଲେ ଏପରି ଏକ କୂଅ ଅଛି ଯାହାର ଶୁଦ୍ଧ ଜଳ ଆପଣଙ୍କ ଶରୀରର ଅନେକ ରୋଗକୁ ଭଲ କରିପାରିବ। ଏହା କଥା ଆମେ କହୁନାହୁଁ ବରଂ ଏହି ଅଞ୍ଚଳର ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁସାରେ, ଏହି କୂଅର ପାଣି ପିଇବା ଦ୍ୱାରା ପେଟର ସବୁ ସମସ୍ୟା ଦୂର ହୋଇଯାଏ। ଏହା ସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।