ଆଉ କିଛି ସମୟ ପରେ ନବ ଦାସ ହତ୍ୟାର ହେବ କ୍ରାଇମ୍ ସିନ୍ ରିକ୍ରିଏସନ । ହତ୍ୟାକାଣ୍ଡ ସ୍ଥଳରେ ପହଂଚିଲେ ବ୍ରଜରାଜନଗର ଥାନା ଆଇଆଇସି । ବ୍ରଜରାଜନଗର ପୋଲିସ ସହ ଫୋର୍ସ ସୁରକ୍ଷା ପାଇଁ ପହଞ୍ଚିଲେ । ସୂଚନା ଅନୁଯାୟୀ, କିଛି ସମୟ ପରେ ଗୋପାଳ ଦାସଙ୍କୁ ନେଇ ପହଂଚିବ କ୍ରାଇମବ୍ରାଞ୍ଚ ।
Recover your password.
A password will be e-mailed to you.